❤️️Best Good Night Odia Shayari❤️️

Updated On:
Best Good Night Odia Shayari
---Advertisement---

Hii Friends Good night to all i hope now you all are going to sleep so check our this post here all good night shyari and massages and status for your social media here you can get eveything.

ଦ୍ଵନ୍ଦରେ ରହି କୌଣସି ନିଷ୍ପତି ନେବା ଅନୁଚିତ। ମନରେ କ୍ରୋଧ ଆସୁଥିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ରଖି ଶାନ୍ତ ମନରେ ସେହି କଥା ପୁନଃ ବିବେଚନା କରିବା ଆବଶ୍ୟକ। 🥱🌃ଶୁଭ ରାତ୍ରି

ମନୋବଳ ଦୃଢ ଥିଲେ ବିଫଳତା କେବେହେଲେ ଜଣେ ବ୍ୟକ୍ତିକୁ ସ୍ପର୍ଶ କରିପାରେ ନାହିଁ।☝☝☝ !!….🥱🌃ଗୁଡ଼ ନାଇଟ….!!

Best Good Night Odia ShayariDownload Image
Best Good Night Odia Shayari

ଅନ୍ୟକୁ ଉପଦେଶ ନ ଦେଇ ବରଂ ନିଜେ ସେହି ଉପଦେଶକୁ ମାନି ନେଇ ଚଳିବା ଉଚିତ……!! …….🥱🌃ଗୁଡ଼ ନାଇଟ…….

☝☝☝ସନ୍ତୁଷ୍ଟ ରୁହନ୍ତୁ କିନ୍ତୁ ଜୀବନରେ ଆଶା ଛାଡ଼ନ୍ତୁ ନାହିଁ କାରଣ ଆଶା ଏମିତି ଏକ ଜିନିଷ ଯାହା ବିନା ମଣିଷ ବଞ୍ଚି ପାରି ନଥାଏ…। 🥱🌃ଶୁଭ ରାତ୍ରି।

ନିରନ୍ତର କାମ କରୁଥିବା ବ୍ୟକ୍ତି ଯେ ସଫଳ ହୋଇଥାଏ, ଏ ଉଦାହରଣ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ ନୁହେଁ, ବରଂ ନିଷ୍ଠାକୁ ଚାବି ମନେ କରି ଅଗ୍ରସର ହେବା ଉଚିତ…☝☝☝ …🥱🌃ଗୁଡ଼ ନାଇଟ…

ସ୍ଥିର ତଥା ଏକାଗ୍ରତାର ସହ କାମ କଲେ ଏହାର ସମାଧାନ ଉତ୍ତମ ହେବା ସହ ସଫଳତା ମିଳିଥାଏ ବୋଲି ବୀଜ୍ଞ ବ୍ୟକ୍ତିଙ୍କ ମତ…☝☝☝☝☝☝ ……..🥱🌃…….

❤️️Best Good Night Odia Shayari❤️️Download Image
❤️️Best Good Night Odia Shayari❤️️

ଜହ୍ନ ବି ଜଳୁଛି ତାର ବି ଜଳୁଛି ଜଳୁଅଛି ଏଇ ରାତି…. ଜେବେଠୁ ଜାଣିଲି ଏହି ଜୀବନରେ ତୁମେ ମୋ ଜୀବନ ସାଥୀ… …🥱🌃ଗୁଡ଼ ନାଇଟ ଡାର୍ଲିଂଗ…

ଭୂଲ ରେ ବି ନିଜ ହୃଦୟର କଥା ଅନ୍ୟ କାହାକୁ କହିବ ନାହିଁ…☝☝☝☝ କାହିଁକି ନା ଏଠି କାଗଜ ବି କିଛି ସମୟ ମଧ୍ୟରେ ଖବର କାଗଜ ହୋଇ ଯାଏ ।🥱🌃 Good Night

ଆଖି ଝଲସିଆ ମୋହରି ରଙ୍ଗ କବିତା ଲେଖାକୁ କବି ଅମଙ୍ଗ। ବାସ୍ନା ଟିକେ ପାଇଁ ନଇଁବନି ମଥା ଉପହାସ ପଛେ ବଢ଼ାଉ ମୋ ବ୍ୟଥା। 🥱🌃

ଦୋଷର ପରିଣାମ ଯେ ଭୟଭହ, ଏହା ଜାଣିବା ସତ୍ୱେ କୃତକର୍ମ କରିବାକୁ ପଛଘୁଞ୍ଚା ଦେଇନଥାନ୍ତି। 🥱🌃ଶୁଭ ରାତ୍ରି

ଅନ୍ୟ କାହାକୁ ଗଭୀର ପ୍ରେମରେ ବାନ୍ଧିଲେ, ସମ୍ପର୍କ ପ୍ରଗାଢ଼ ହେବା ସହ ବିଶ୍ୱାସର ମୂଳଦୁଆ ମଧ୍ୟ ପଡିଥାଏ। ଏଣୁ ନିବିଡ଼ତା ନିମନ୍ତେ ସବୁଠୁ ପ୍ରମୁଖ ଆବଶ୍ୟକତା ହେଲା ନିରନ୍ତର ପ୍ରେମ। 🥱🌃ଗୁଡ଼ ନାଇଟ….

ମନୋବଳ ଦୃଢ ଥିଲେ ବିଫଳତା କେବେହେଲେ ଜଣେ ବ୍ୟକ୍ତିକୁ ସ୍ପର୍ଶ କରିପାରେ ନାହିଁ।☝☝☝ 🥱🌃ଗୁଡ଼ ନାଇଟ….!!

Best Good Night Odia ShayariDownload Image
Best Good Night Odia Shayari

ସମୟ ଯେତେବେଳେ ପରୀକ୍ଷା ନିଏ, ସବୁ ଦିଗରୁ ପ୍ରହାର କରିଥାଏ । ସେ ଧନୀ ହଉବା ଗରିବ, ଜ୍ଞାନୀ ହେଉବା ଅଜ୍ଞାନୀ..🥱🌃.ଗୁଡ଼ ନାଇଟ..

ଏହି ଦୁନିଆରେ କେହି କାହାର ନୁହେଁ। ସମସ୍ତେ କେବଳ ନିଜ ଆବଶ୍ୟକ ପାଇଁ ସମ୍ପର୍କ ଗଢିଥାନ୍ତି। ଆବଶ୍ୟକ ସରିଗଲେ ଭୁଲି ଯାଆନ୍ତି।☝☝☝☝☝☝ 🥱🌃ଗୁଡ଼ ନାଇଟ….

ମନୁଷ୍ୟ ସହିତ ପ୍ରେମ ହେଲେ, ସେ ଆମ ଦୁର୍ବଳତା ବନୀ ଯାଆନ୍ତି…….☝☝ ଆଉ ଭଗବାନଙ୍କ ସହିତ ପ୍ରେମ ହେଲେ, ସେ ଆମର ଶକ୍ତି ବନି ଯାଆନ୍ତି…🥱🌃.ଗୁଡ଼ ନାଇଟ…..

ମଣିଷ ସବୁବେଳେ ଭାବେ କି ସମସ୍ତେ ତାକୁ ଗୁରୁତ୍ୱ ଦିଅନ୍ତୁ, କିନ୍ତୁ ସେ ନିଜେ ଏକ ମୁହୁର୍ତ୍ତ ଭାବେନି କି ସେ କେତେ ଜଣଙ୍କୁ ଗୁରୁତ୍ୱ ଦେଇଛି । ଜୟ ଜଗନ୍ନାଥ 🥱🌃

ଦୁନିଆର ସବୁଠାରୁ ସୁନ୍ଦର ଗଛ ହେଉଛି ବିଶ୍ୱାସ ଯାହା ମାଟିରେ ନୁହେଁ,ହୃଦୟରେ ଲଗା ଯାଇଥାଏ । ଜୟ ଜଗନ୍ନାଥ 🥱🌃ଶୁଭ ରାତ୍ରୀ

ପଶ୍ଚାତାପ କରୁଥିବା ମଣିଷ ହିଁ ପରିବର୍ତ୍ତନକୁ ଆପଣେଇ ପାରେ, ଭୁଲକୁ ଗ୍ରହଣ କରୁୁନଥିବା ଲୋକ ପାଇଁ ପରିବର୍ତ୍ତନ ଏକ ଅସମ୍ଭବ ଏବଂ ଅନିଶ୍ଚିତ ପରିଧି । ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୂଜ୍ୟ ବାପୁଙ୍କୁ ଶତ ଶତ ନମନ ।🥱🌃

କାହାର ଅଭିଶାପ ଆମକୁ ଖରାପ କରିପାରିବ ନାହିଁ, କି କାହାର ଆଶୀର୍ବାଦ ଆମକୁ ଭଲ କରିପାରିବ ନାହିଁ.. ସବୁ ଆମ କର୍ମ ଉପରେ ନିର୍ଭର କରେ ତେଣୁ କର୍ମକୁ ବିଶ୍ବାସ କର.. କର୍ମ ହିଁ ଭଗବାନ 🥱🌃

୪ଟା କ୍ଷେତ୍ରରେ କେବେ ବି ଲାଜ କରିବ ନାହିଁ☝ ◆ ପୁରୁଣା ବସ୍ତ୍ର….☝ ◆ ଗରିବ ସଙ୍ଗ….☝ ◆ ସାଧାରଣ ଜୀବନ…☝ ◆ ବୟସ୍କ ବାପା ମା….☝🥱🌃

ମନୋବଳ ଦୃଢ ଥିଲେ ବିଫଳତା କେବେହେଲେ ଜଣେ ବ୍ୟକ୍ତିକୁ ସ୍ପର୍ଶ କରିପାରେ ନାହିଁ। !!….🥱🌃…!!

ଭିନ୍ନ ଭାବରେ କାମ କରିବାର ଶୈଳୀକୁ ଆପଣେଇବା ଉଚିତ। ଏଥିପାଇଁ ନିଜକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଆଦୌ ନାହିଁ।🥱🌃ଗୁଡ଼ ନାଇଟ….

ଦୋଷର ପରିଣାମ ଯେ ଭୟଭହ, ଏହା ଜାଣିବା ସତ୍ୱେ କୃତକର୍ମ କରିବାକୁ ପଛଘୁଞ୍ଚା ଦେଇନଥାନ୍ତି। 🥱🌃

କ୍ରୋଧ ସମୟରେ ଟିକେ ରହିଯାଅ ଏବଂ ଭୁଲ ସମୟରେ ଟିକେ ନଇଁପଡ଼… ଦେଖିବ ଦୁନିଆର ସବୁ ସମସ୍ୟା ଠିକ୍ ହେଇଯିବ…। ଜୟ ଜଗନ୍ନାଥ 🥱🌃ଶୁଭ ରାତ୍ରି

ଭୂଲ ରେ ବି ନିଜ ହୃଦୟର କଥା ଅନ୍ୟ କାହାକୁ କହିବ ନାହିଁ… କାହିଁକି ନା ଏଠି କାଗଜ ବି କିଛି ସମୟ ମଧ୍ୟରେ ଖବର କାଗଜ ହୋଇ ଯାଏ । 🥱🌃t

ଭାସିଗଲେ ପାଣିକୁ ଦୋଷ ଦିଏ, ପଡ଼ିଗଲେ ପଥରକୁ ଦୋଷ ଦିଏ, ମଣିଷଟା ବହୁତ ଅଜବ ପ୍ରାଣୀ, କିଛି ନ କରିପାରିଲେ ଭାଗ୍ୟକୁ ଦୋଷ ଦିଏ । ଜୟ ଜଗନ୍ନାଥ🥱🌃 ଶୁଭ ରାତ୍ରି

ସ୍ଥିର ତଥା ଏକାଗ୍ରତାର ସହ କାମ କଲେ ଏହାର ସମାଧାନ ଉତ୍ତମ ହେବା ସହ ସଫଳତା ମିଳିଥାଏ ବୋଲି ବୀଜ୍ଞ ବ୍ୟକ୍ତିଙ୍କ ମତ…🥱🌃…….

ସ୍ୱପ୍ନ ଦେଖିବା ପାପ ନୁହେଁ… କିନ୍ତୁ ନିଜର ସ୍ୱପ୍ନକୁ ଭାଗ୍ୟ ହାତରେ ଛାଡ଼ିଦେବା ସବୁଠାରୁ ବଡ଼ ପାପ ହୋଇଥାଏ… । ଜୟ ଜଗନ୍ନାଥ 🥱🌃

☝☝☝ସନ୍ତୁଷ୍ଟ ରୁହନ୍ତୁ କିନ୍ତୁ ଜୀବନରେ ଆଶା ଛାଡ଼ନ୍ତୁ ନାହିଁ କାରଣ ଆଶା ଏମିତି ଏକ ଜିନିଷ ଯାହା ବିନା ମଣିଷ ବଞ୍ଚି ପାରି ନଥାଏ…। 🥱🌃

ଜୀବନରେ ସୁଖ ଦୁଃଖ ଚକ୍ର ଭଳି ଘୁରୁଥାଏ। କେତେବେଳେ ସୁଖର ପାଳି ପଡେ ତ ପୁଣି କେତେବେଳେ ଦୁଃଖର ପାଳି ପଡେ। …🥱🌃

ଜିନିଷକୁ ବ୍ୟବହାର କରନ୍ତୁ, ଲୋକଙ୍କୁ ନୁହେଁ । ଲୋକଙ୍କୁ ଭଲ ପାଆନ୍ତୁ, ଜିନିଷକୁ ନୁହେଁ । ଜୟ ଜଗନ୍ନାଥ

Girlfrind Pian Good Night ShayariDownload Image
Girlfrind Pian Good Night Shayari

ପରିବାରର ସମସ୍ତ ସଦସ୍ୟଙ୍କୁ ବୁଝାଇବା ପରିବର୍ତ୍ତେ ନିଜେ ହିଁ ସେମାନଙ୍କ ଚିନ୍ତାଧାରାରେ ଆଗକୁ ବଢିବା ସର୍ବୋତ୍ତମ ପଥ ହୋଇଥାଏ। 🥱🌃

ବିଫଳତାରେ ନ ହାରି ଆଗକୁ ବଢିଲେ ହିଁ ବିଜୟୀ ହୋଇପାରିବେ। ..🥱🌃

ପ୍ରେମ ଏକ ଅନନ୍ୟ ଅନୁଭବ। ଏହାର ଆକ୍ଷରିକ ବର୍ଣ୍ଣନା ସମ୍ଭବନୁହେଁ। ତେବେ କୁହାଯାଏ ଯେ, ପ୍ରେମର ଅନୁଭବ ସମସ୍ତଙ୍କ ପାଇଁ ସମାନ🥱🌃 ସୁଇଟହାର୍ଟ

ପ୍ରେମ ଯଦି ଚେହେରା ଦେଖି ହୋଇଥାନ୍ତା ତ, ଭଗବାନ ହୃଦୟ ତିଆରି କରିନଥାନ୍ତେ 🥱🌃

ଥରେ ମହମବତୀ ଭିତରେ ସୁତା କହିଲା, ମୁଁ ଜଳିଲେ ତୁ କାହିଁକି ତରଳି ଯାଉ ? ଉତ୍ତରରେ ମହମବତୀ କହିଲା ଯାହାକୁ ହୃଦୟରେ ସ୍ଥାନ ଦେବ ସେ ଯଦି ଦୁରେଇ ଯାଏ ତାହେଲେ ଲୁହ ଝରି ପଡ଼େ । ଜୟ ଜଗନ୍ନାଥ 🥱🌃

ଅତୀତକୁ ପରିବର୍ତ୍ତନ କରିବା ଅସମ୍ଭବ, ନହେଲେ ଭବିଷ୍ୟତର ନିୟନ୍ତ୍ରଣ ନିଜ ହାତରେ ଅଛି। ଏହି କଥାକୁ ବୁଝି ବିଚାରି ସମସ୍ତେ ଆଗକୁ ବଢିବା ଉଚିତ।🥱🌃……

ବିଶ୍ୱାସ ଓ ସମ୍ମାନରେ ହିଁ ଅନେକ ସମ୍ପର୍କର ମୂଳଦୁଆ ଆରମ୍ଭ ହୋଇଥାଏ। ସେହିଭଳି ପ୍ରତେକ କାର୍ଯ୍ୟକୁ ମଧ୍ୟ ସମ୍ମାନର ସହ କରିବା ଉଚିତ….🥱🌃…..!!!

ଅସ୍ଥିର ମନରେ ଯେ କୌଣସି କାର୍ଯ୍ୟ କଲେ ବିଫଳ ହେବା ସ୍ବାଭାବିକ। ଏଣୁ ସ୍ଥିର ଚିତ୍ତରେ ପ୍ରତେକ କାର୍ଯ୍ୟ କରିବା ଉଚିତ।🥱🌃

କିଛି ଭୁଲ କିମ୍ବା ଠିକ ନଥାଏ ପ୍ରକୃତରେ, ଆମ ଚିନ୍ତାଧାରା ହିଁ ସେସବୁକୁ ପରିବର୍ତ୍ତନ କରିଥାଏ।☝☝☝☝ !!!!……🥱🌃

ତୁମେ ଖେଳୁଅଛ ପ୍ରେମର ପରବ ଗୋଲାପ ସେଜରେ ସୋଇ… ମୁଁ ଝରିଯାଏ ତୁମ ସ୍ମୃତିରେ ଝରା ସେଫାଳିଟେ ହୋଇ…. ….🥱🌃.

ବ୍ୟକ୍ତିତ୍ୱ ବିହୀନ ମଣିଷ ବ୍ୟକ୍ତି ନୁହେଁ, ମାନବିକତା ବିହୀନ ମଣିଷ ମାନବ ନୁହେଁ, ଅଲୌକିକ ପ୍ରତିଭା ବିହୀନ ମଣିଷ ଲୋକ ନୁହେଁ ଆଉ ନିଷ୍ଠା ରହିତ ମଣିଷ ନର ନୁହେଁ । ସେ ଯାହା ହେଉନା କାହିଁକି ସ୍ନେହ, ଶ୍ରଦ୍ଧା, ମମତା, ଆଦର ବିହୀନ ମଣିଷର ଜୀବନ ଜୀବନ ଶୂନ୍ୟ ନୁହେଁ ତ ଆଉ କ ଣ ?🥱🌃

କୌଣସି ସାମାନ୍ୟ କଥାରେ ସାଙ୍ଗେ ସାଙ୍ଗେ ରାଗି ନଯାଇ, ନିରପେକ୍ଷ ଭାବରେ ତାହା ବୁଝିବାକୁ ଚେଷ୍ଟା କରନ୍ତୁ, ପରେ ପ୍ରତିକ୍ରିୟା ପ୍ରକାଶ କରନ୍ତୁ । ଜୟ ଜଗନ୍ନାଥ 🥱🌃

ଘରେ ଯଦି ଘି କୁଆଁରୀ ଗଛ ଅଛି, ତାହାର ରସକୁ ତ୍ବଚାରେ ଲଗାନ୍ତୁ। ଏହା ସନ-ଟ୍ୟାନରୁ ରକ୍ଷା କରିବା ସହ ତ୍ବଚାର ରଙ୍ଗ ସଫା କରିଥାଏ। ତ୍ବଚାରେ ଭାଙ୍ଗ ପଡୁଥିଲେ କିମ୍ବା କଳା ଦାଗ ପଡୁଥିଲେ ଏହା ଲଗାନ୍ତୁ, ଖୁବ ସହାୟକ ହେବ।🥱🌃

ମାୟା ମରୀଚିକା ଏ ସାରା ଦୁନିଆ ଚତୁର୍ଦିଗ ଦିଶେ ଜାଲ….. ରାତି ଆଲୁଅରେ ସ୍ୱପ୍ନର ସାଗରେ ମିଳେ ନାହିଁ କେବେ କୂଳ…. .🥱🌃

gd Night Love Shayari in odia

ନିଜ ସଫଳତାର ଦାଇତ୍ଵ ଅନ୍ୟ କାହା ଉପରେ ନ୍ୟସ୍ତ ନ କରି ବରଂ ନିଜେ କଠିନ ପରିଶ୍ରମ କରିବା ଉଚିତ। ସମୟ ଅନୁସାରେ ଏହାର ଫଳ ମିଳିବା ନିଶ୍ଚିତ।🥱🌃

ମାୟା ମରୀଚିକା ଏ ସାରା ଦୁନିଆ ଚତୁର୍ଦିଗ ଦିଶେ ଜାଲ….. ରାତି ଆଲୁଅରେ ସ୍ୱପ୍ନର ସାଗରେ ମିଳେ ନାହିଁ କେବେ କୂଳ…. …🥱🌃

ଘରେ ଯଦି ଘି କୁଆଁରୀ ଗଛ ଅଛି, ତାହାର ରସକୁ ତ୍ବଚାରେ ଲଗାନ୍ତୁ। ଏହା ସନ-ଟ୍ୟାନରୁ ରକ୍ଷା କରିବା ସହ ତ୍ବଚାର ରଙ୍ଗ ସଫା କରିଥାଏ। ତ୍ବଚାରେ ଭାଙ୍ଗ ପଡୁଥିଲେ କିମ୍ବା କଳା ଦାଗ ପଡୁଥିଲେ ଏହା ଲଗାନ୍ତୁ, ଖୁବ ସହାୟକ ହେବ।🥱🌃

କୌଣସି ସାମାନ୍ୟ କଥାରେ ସାଙ୍ଗେ ସାଙ୍ଗେ ରାଗି ନଯାଇ, ନିରପେକ୍ଷ ଭାବରେ ତାହା ବୁଝିବାକୁ ଚେଷ୍ଟା କରନ୍ତୁ, ପରେ ପ୍ରତିକ୍ରିୟା ପ୍ରକାଶ କରନ୍ତୁ । ଜୟ ଜଗନ୍ନାଥ🥱🌃 ଶୁଭ ରାତ୍ରି

ତୁମେ ଯେତେ ଭଲ ହୁଅ ନା କାହିଁକି, କିଛି ଲୋକ ତଥାପି ତୁମକୁ ପସନ୍ଦ କରିବେ ନାହିଁ । ଏଥିରେ ତୁମର ଦୋଷ ନାହିଁ, ସେମାନେ ଭଲ ପାଇବା କଣ ଜାଣନ୍ତି ନାହିଁ । 🥱🌃ଜୟ ଜଗନ୍ନାଥ

ଏହି ଦୁନିଆରେ କେହି କାହାର ନୁହେଁ। ସମସ୍ତେ କେବଳ ନିଜ ଆବଶ୍ୟକ ପାଇଁ ସମ୍ପର୍କ ଗଢିଥାନ୍ତି। ଆବଶ୍ୟକ ସରିଗଲେ ଭୁଲି ଯାଆନ୍ତି।☝☝☝☝☝☝ ….🥱🌃

ଦୁର୍ବଳ ମୁହୂର୍ତ୍ତରେ ସାହାର୍ଯ୍ୟ କରୁଥିବା ଲୋକଙ୍କୁ କେବଳ ସ୍ୱାର୍ଥପର ଲୋକମାନେ ହିଁ ଭୁଲିଯାଆନ୍ତି । ଜୟ ଜଗନ୍ନାଥ 🥱🌃

ମଣିଷ ସବୁବେଳେ ଭାବେ କି ସମସ୍ତେ ତାକୁ ଗୁରୁତ୍ୱ ଦିଅନ୍ତୁ, କିନ୍ତୁ ସେ ନିଜେ ଏକ ମୁହୁର୍ତ୍ତ ଭାବେନି କି ସେ କେତେ ଜଣଙ୍କୁ ଗୁରୁତ୍ୱ ଦେଇଛି । ଜୟ ଜଗନ୍ନାଥ ଶୁଭ ରାତ୍ରି

ବ୍ୟକ୍ତିତ୍ୱ ବିହୀନ ମଣିଷ ବ୍ୟକ୍ତି ନୁହେଁ, ମାନବିକତା ବିହୀନ ମଣିଷ ମାନବ ନୁହେଁ, ଅଲୌକିକ ପ୍ରତିଭା ବିହୀନ ମଣିଷ ଲୋକ ନୁହେଁ ଆଉ ନିଷ୍ଠା ରହିତ ମଣିଷ ନର ନୁହେଁ । ସେ ଯାହା ହେଉନା କାହିଁକି ସ୍ନେହ, ଶ୍ରଦ୍ଧା, ମମତା, ଆଦର ବିହୀନ ମଣିଷର ଜୀବନ ଜୀବନ ଶୂନ୍ୟ ନୁହେଁ ତ ଆଉ କ ଣ ?🥱🌃

ପଶ୍ଚାତାପ କରୁଥିବା ମଣିଷ ହିଁ ପରିବର୍ତ୍ତନକୁ ଆପଣେଇ ପାରେ, ଭୁଲକୁ ଗ୍ରହଣ କରୁୁନଥିବା ଲୋକ ପାଇଁ ପରିବର୍ତ୍ତନ ଏକ ଅସମ୍ଭବ ଏବଂ ଅନିଶ୍ଚିତ ପରିଧି । ପବିତ୍ର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୂଜ୍ୟ ବାପୁଙ୍କୁ ଶତ ଶତ ନମନ ।🥱🌃

କିଛି ଭୁଲ କିମ୍ବା ଠିକ ନଥାଏ ପ୍ରକୃତରେ, ଆମ ଚିନ୍ତାଧାରା ହିଁ ସେସବୁକୁ ପରିବର୍ତ୍ତନ କରିଥାଏ।☝☝☝☝ !!!!……🥱🌃

୪ଟା କ୍ଷେତ୍ରରେ କେବେ ବି ଲାଜ କରିବ ନାହିଁ☝ ◆ ପୁରୁଣା ବସ୍ତ୍ର….☝ ◆ ଗରିବ ସଙ୍ଗ….☝ ◆ ସାଧାରଣ ଜୀବନ…☝ ◆ ବୟସ୍କ ବାପା ମା….🥱🌃

ବିଶ୍ୱାସ ଓ ସମ୍ମାନରେ ହିଁ ଅନେକ ସମ୍ପର୍କର ମୂଳଦୁଆ ଆରମ୍ଭ ହୋଇଥାଏ। ସେହିଭଳି ପ୍ରତେକ କାର୍ଯ୍ୟକୁ ମଧ୍ୟ ସମ୍ମାନର ସହ କରିବା ଉଚିତ….☝☝☝☝ !!!…..🥱🌃

ଭାସିଗଲେ ପାଣିକୁ ଦୋଷ ଦିଏ, ପଡ଼ିଗଲେ ପଥରକୁ ଦୋଷ ଦିଏ, ମଣିଷଟା ବହୁତ ଅଜବ ପ୍ରାଣୀ, କିଛି ନ କରିପାରିଲେ ଭାଗ୍ୟକୁ ଦୋଷ ଦିଏ । ଜୟ ଜଗନ୍ନାଥ 🥱🌃

ଦୁନିଆରେ କିଏ କେତେ ଦିନ ବଞ୍ଚିବ କେହି ଜାଣିନାହାନ୍ତି, କଣ ପାଇଁ ଏ ରାଗ ଅଭିମାନ ଓ ଗର୍ବ ସବୁ କିଛି ଭୁଲି ଯାଇ ଖୁସିରେ ବଞ୍ଚିବାକୁ ଚେଷ୍ଟା କର ଦେଖିବେ ଖୁସି ମିଳିବ…। ଜୟ ଜଗନ୍ନାଥ 🥱🌃ଶୁଭ ରାତ୍ରୀ

ମନ ଯାହା ଚାହେଁ ତାହା ଭାଗ୍ୟରେ ନଥାଏ, ଯାହା ଭାଗ୍ୟରେ ଥାଏ ମନ ତାକୁ ଗ୍ରହଣ କରିପାରେନି…!! …🥱🌃 DEAR…

ଥରେ ମହମବତୀ ଭିତରେ ସୁତା କହିଲା, ମୁଁ ଜଳିଲେ ତୁ କାହିଁକି ତରଳି ଯାଉ ? ଉତ୍ତରରେ ମହମବତୀ କହିଲା ଯାହାକୁ ହୃଦୟରେ ସ୍ଥାନ ଦେବ ସେ ଯଦି ଦୁରେଇ ଯାଏ ତାହେଲେ ଲୁହ ଝରି ପଡ଼େ । ଜୟ ଜଗନ୍ନାଥ 🥱🌃ଶୁଭ ରାତ୍ରି

ବିଫଳତାରେ ନ ହାରି ଆଗକୁ ବଢିଲେ ହିଁ ବିଜୟୀ ହୋଇପାରିବେ। 🥱🌃

ପ୍ରେମ ଏକ ଅନନ୍ୟ ଅନୁଭବ। ଏହାର ଆକ୍ଷରିକ ବର୍ଣ୍ଣନା ସମ୍ଭବନୁହେଁ। ତେବେ କୁହାଯାଏ ଯେ, ପ୍ରେମର ଅନୁଭବ ସମସ୍ତଙ୍କ ପାଇଁ ସମାନ। 🥱🌃 ସୁଇଟହାର୍ଟ

ପ୍ରେମ ଯଦି ଚେହେରା ଦେଖି ହୋଇଥାନ୍ତା ତ, ଭଗବାନ ହୃଦୟ ତିଆରି କରିନଥାନ୍ତେ🥱🌃

ପରିବାରର ସମସ୍ତ ସଦସ୍ୟଙ୍କୁ ବୁଝାଇବା ପରିବର୍ତ୍ତେ ନିଜେ ହିଁ ସେମାନଙ୍କ ଚିନ୍ତାଧାରାରେ ଆଗକୁ ବଢିବା ସର୍ବୋତ୍ତମ ପଥ ହୋଇଥାଏ। ….ଶୁଭ ରାତ୍ରି….🥱🌃

ଅତୀତକୁ ପରିବର୍ତ୍ତନ କରିବା ଅସମ୍ଭବ, ନହେଲେ ଭବିଷ୍ୟତର ନିୟନ୍ତ୍ରଣ ନିଜ ହାତରେ ଅଛି। ଏହି କଥାକୁ ବୁଝି ବିଚାରି ସମସ୍ତେ ଆଗକୁ ବଢିବା ଉଚିତ।☝☝☝ 🥱🌃 ଦୋସ୍ତ…….

ଆଶାରେ ହିଁ ଜଣେ ବ୍ୟକ୍ତି ଅଗ୍ରସର ହୋଇଥାଏ। ତେଣୁ ନିରାଶାକୁ ପ୍ରତ୍ୟେକ ବ୍ୟକ୍ତି ନିଜଠାରୁ ଦୁରେଇ ରଖନ୍ତୁ।🥱🌃

ଅସ୍ଥିର ମନରେ ଯେ କୌଣସି କାର୍ଯ୍ୟ କଲେ ବିଫଳ ହେବା ସ୍ବାଭାବିକ। ଏଣୁ ସ୍ଥିର ଚିତ୍ତରେ ପ୍ରତେକ କାର୍ଯ୍ୟ କରିବା ଉଚିତ।🥱🌃

ଜୀବନରେ ସୁଖ ଦୁଃଖ ଚକ୍ର ଭଳି ଘୁରୁଥାଏ। କେତେବେଳେ ସୁଖର ପାଳି ପଡେ ତ ପୁଣି କେତେବେଳେ ଦୁଃଖର ପାଳି ପଡେ। …🥱🌃

ତୁମେ ଖେଳୁଅଛ ପ୍ରେମର ପରବ ଗୋଲାପ ସେଜରେ ସୋଇ… ମୁଁ ଝରିଯାଏ ତୁମ ସ୍ମୃତିରେ ଝରା ସେଫାଳିଟେ ହୋଇ…. ….🥱🌃

ମନ ଯାହା ଚାହେଁ ତାହା ଭାଗ୍ୟରେ ନଥାଏ, ଯାହା ଭାଗ୍ୟରେ ଥାଏ ମନ ତାକୁ ଗ୍ରହଣ କରିପାରେନି…!! …GOOD NIGHT DEAR…

ନିଜ କର୍ମକୁ ସମ୍ମାନ ଦିଅ, ସଫଳତା ନିଶ୍ଚିତ ମିଳିବ। ବ୍ୟତିବ୍ୟସ୍ତ ନ ହୋଇ କାମ କରିଯିବା ଉଚିତ। 🥱🌃

ସ୍ୱପ୍ନ ଦେଖିବା ପାପ ନୁହେଁ… କିନ୍ତୁ ନିଜର ସ୍ୱପ୍ନକୁ ଭାଗ୍ୟ ହାତରେ ଛାଡ଼ିଦେବା ସବୁଠାରୁ ବଡ଼ ପାପ ହୋଇଥାଏ… । ଜୟ ଜଗନ୍ନାଥ 🥱🌃

ଦ୍ଵନ୍ଦରେ ରହି କୌଣସି ନିଷ୍ପତି ନେବା ଅନୁଚିତ। ମନରେ କ୍ରୋଧ ଆସୁଥିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ରଖି ଶାନ୍ତ ମନରେ ସେହି କଥା ପୁନଃ ବିବେଚନା କରିବା ଆବଶ୍ୟକ।🥱🌃

ଭାସିଗଲେ ପାଣିକୁ ଦୋଷ ଦିଏ, ପଡ଼ିଗଲେ ପଥରକୁ ଦୋଷ ଦିଏ, ମଣିଷଟା ବହୁତ ଅଜବ ପ୍ରାଣୀ, କିଛି ନ କରିପାରିଲେ ଭାଗ୍ୟକୁ ଦୋଷ ଦିଏ । ଜୟ ଜଗନ୍ନାଥ 🥱🌃

ଅନ୍ୟକୁ ଉପଦେଶ ନ ଦେଇ ବରଂ ନିଜେ ସେହି ଉପଦେଶକୁ ମାନି ନେଇ ଚଳିବା ଉଚିତ……!! ……🥱🌃

କ୍ରୋଧ ସମୟରେ ଟିକେ ରହିଯାଅ ଏବଂ ଭୁଲ ସମୟରେ ଟିକେ ନଇଁପଡ଼… ଦେଖିବ ଦୁନିଆର ସବୁ ସମସ୍ୟା ଠିକ୍ ହେଇଯିବ…। ଜୟ ଜଗନ୍ନାଥ 🥱🌃

ନିରନ୍ତର କାମ କରୁଥିବା ବ୍ୟକ୍ତି ଯେ ସଫଳ ହୋଇଥାଏ, ଏ ଉଦାହରଣ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ ନୁହେଁ, ବରଂ ନିଷ୍ଠାକୁ ଚାବି ମନେ କରି ଅଗ୍ରସର ହେବା ଉଚିତ…🥱🌃

ଭିନ୍ନ ଭାବରେ କାମ କରିବାର ଶୈଳୀକୁ ଆପଣେଇବା ଉଚିତ। ଏଥିପାଇଁ ନିଜକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଆଦୌ ନାହିଁ।🥱🌃

ଜହ୍ନ ବି ଜଳୁଛି ତାର ବି ଜଳୁଛି ଜଳୁଅଛି ଏଇ ରାତି…. ଜେବେଠୁ ଜାଣିଲି ଏହି ଜୀବନରେ ତୁମେ ମୋ ଜୀବନ ସାଥୀ… .🥱🌃 ଡାର୍ଲିଂଗ…

Spread the love

Leave a Comment