110+ odia attitude shayari

Published On:
110+ odia attitude shayari , girl odia attitude shayari
---Advertisement---

All Type Odia attitude shayari availabe like for girl and boys also it help you can share your feelings in a shayari ways.

😎😆🤓ଅଭାବ ଜୀବନରେ ସମସ୍ତଙ୍କର ଥାଏ କାହାର ସମୟ କାହାର ସମ୍ପର୍କ କାହାର ଧନ ଆଉ କାହାର ଶାନ୍ତିର ଅଭାବ । 😎😆🤓ତାହା ଭିତରେ ଯିଏ ଖାପ ଖୁଆଇ ପାରିଲା ସେ ହିଁ ଜିତି ଯାଏ ।

😎😆🤓ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ । ଯେତେବେଳେ ଠିକ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରି ଯାଇଥାଏ । 😎😆🤓ଜୟ ଜଗନ୍ନାଥ

😎😆🤓ଅପେକ୍ଷାରେ ତୁ ବଡ ନିର୍ଦୟ, ଏ ସମୟବି ରହିପାରୁନି ତୋ ସହିତ ରହୁଛି କେବଳ ଦୁଃଖ ଆଉ ଯନ୍ତ୍ରଣା।😎😆🤓

😎😆🤓ଯେଉଁମାନେ ସମ୍ପର୍କ ରଖିବାକୁ ଚାହାନ୍ତି ସେମାନେ ତୁମ ବଡ଼ ବଡ଼ ଭୁଲକୁ ବି କ୍ଷମା କରିଦିଅନ୍ତି ଆଉ ଯେଉଁମାନେ ସମ୍ପର୍କ ରଖି ବାକୁ ଚାହାନ୍ତି ନାହିଁ ସେମାନେ ତୁମ ଠିକ କଥାରୁ ବି ଭୁଲ ବାହାର କରିଥାନ୍ତି।😎😆🤓

110+ odia attitude shayariDownload Image
110+ odia attitude shayari

😎😆🤓ଭଲପାଅ ତାଙ୍କୁ ଯିଏ ତୁମକୁ ବିନା ଉଦେଶ୍ୟ ରଖି ଭଲପାଇବାକୁ ଚାହୁଁଛି,😎😆🤓 କାରଣ ଏ ଦୁନିଆରେ ଭଲପାଇବା ଲୋକ କମ ଓ କଷ୍ଟ ଦେଲା ଲୋକ ଅଧିକ ମିଲନ୍ତି

😎😆🤓କୌଣସି ପୁସ୍ତକର ନିୟମ ଅନୁସାରେ ମୋ ଜୀବନକୁ ଅନୁପ୍ରାଣିତ କର ନାହିଁ। #ନିଜ ଦୃଦୟର ନିଷ୍ପତ୍ତିରେ ହିଁ ଆଜି ପର୍ଯ୍ୟନ୍ତ ପରିଚାଳିତ ହୋଇଆସିଛି।😎😆🤓

😎😆🤓ନିଜକୁ ଜ୍ଞାନୀ ଭାବନ୍ତୁ ମନା ନାହିଁ, କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୁର୍ଖତା କରନ୍ତୁ ନାହିଁ। #କାରଣ ସମସ୍ତଙ୍କ ଠାରୁ କିଛିନା କିଛି ଶିଖିବାକୁ ମିଳିଥାଏ।😎😆🤓

😎😆🤓ଯିଏ ନିଜ ସ୍ୱାର୍ଥ ପାଇଁ ଅନ୍ୟକୁ କେବଳ ନାମ ମାତ୍ର ହିଁ ବ୍ୟବହାର କରେ ତେବେ ତା ଠୁ ନୀରବତାର ସହିତ ଦୂରେଇଯିବା ଉଚିତ..😎😆🤓

😎😆🤓ପ୍ରେମ କର…ସାରା ଜୀବନ କର… ବାସ ଆଶା ରଖନାହିଁ, #କାରଣ କଷ୍ଟ ପ୍ରେମ ଦେଇ ନଥାଏ ।☝ କଷ୍ଟ ଆଶା ଦେଇଥାଏ।😎😆🤓

😎😆🤓ଯେଉଁ ରାସ୍ତାରେ ଆପଣ ଏକୁଟିଆ ରହିଯାଉଛନ୍ତି, ତେବେ ବୁଝି ନିଅନ୍ତୁ ଆପଣ ସଠିକ ରାସ୍ତାରେ ଚାଲୁଛାନ୍ତି। #କାହିଁକିନା ସତ୍ୟତାର ରାସ୍ତାରେ କେହି ସାଥିରେ ନଥାନ୍ତି ।😎😆🤓

😎😆🤓ସମ୍ପର୍କ ସରିଗଲା ବୋଲି ମୁହଁରେ କହିଦେବା ବହୁତ ସହଜ ହୋଇଥାଏ, #କିନ୍ତୁ ଜଣଙ୍କର ସ୍ମୃତି ଲିଭାଇବା ସହଜ ହୋଇନଥାଏ..😎😆🤓

110+ odia attitude shayariDownload Image
110+ odia attitude shayari

😎😆🤓ପିଲାଦିନେ ବାପା ମନ୍ଦିରକୁ ନେଇ ଯାଆନ୍ତି ଭିଡରେ ଠାକୁର ନ ଦିଶିଲେ ବାପା କାନ୍ଧରେ ବସାଇ ଦିଅନ୍ତି। #ହେଲେ ପିଲା ଜାଣି ନଥାଏ ଯେ, ଯିଏ ତାକୁ କାନ୍ଧେଇଛି ସିଏ ହିଁ ତାର ଅସଲ ଠାକୁର ବୋଲି।…..।😎😆🤓

😎😆🤓ନିରନ୍ତର କାମ କରୁଥିବା ବ୍ୟକ୍ତି ଯେ ସଫଳ ହୋଇଥାଏ, #ଏ ଉଦାହରଣ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ ନୁହେଁ, ବରଂ ନିଷ୍ଠାକୁ ଚାବି ମନେ କରି ଅଗ୍ରସର ହେବା ଉଚିତ…😎😆🤓

😎😆🤓କାହା ହୃଦୟକୁ କଷ୍ଟ ଦେଇ କେବେ ଶାନ୍ତିରେ ରହି ହେବନି। କିନ୍ତୁ ଆଜି ମଣିଷ ପାଖରେ ଏପରି ଅନୁଭବ ନାହିଁ।😎😆🤓

😎😆🤓ଜୀବନରେ କାହାକୁ ଅଧିକ ଭଲ ପାଇବା ତ ମା କୁ ହିଁ ଭଲ ପାଅ। କାରଣ ଏହି ଭଲ ପାଇବାରେ କେବେବି ଧୋକା ଓ ପ୍ରତାରଣା ନଥାଏ…😎😆🤓

ଜୀବନରେ ସେହି ବ୍ୟକ୍ତିମାନେ ଅସଫଳ ହୁଅନ୍ତି, ଯେଉଁମାନେ କେବଳ ଚିନ୍ତା କରନ୍ତି, କିନ୍ତୁ କର୍ମ କରନ୍ତି ନାହିଁ।😎😆🤓

ଶିକ୍ଷା ଲାଭକରି ଏହାର ଯଥା ଉପଯୋଗ ନ କଲେ ଏହାର ମୂଲ୍ୟ ନଥାଏ। #ଏଣୁ କାଗଜ ପତ୍ରର ସାର୍ଟିଫିକେଟ ପାଇଁ ବ୍ୟସ୍ତତାର କୌଣସି ମୂଲ୍ୟ ନାହିଁ।😎😆🤓

#ଯେଉଁଠାରେ ଆପଣଙ୍କର ସମ୍ମାନ କରାଯାଇ ନଥାଏ ସେଠାକୁ ଯିବା ଛାଡି ଦିଅନ୍ତୁ। ସେ ସ୍ଥାନ କାହା ଘର ହେଉବା କାହା ହୃଦୟ।😎😆🤓

😎😆🤓ଏହି ଦୁନିଆର ନିୟମ ☝ ଯାହାକୁ ସବୁଠାରୁ ବେଶୀ ପ୍ରେମ କରିଥାଅ, ସେହି ତୁମଠାରୁ ଦୁରେଇ ଯାଇଥାଏ ।

110+ odia attitude shayariDownload Image
110+ odia attitude shayari

ସମୟ ସାଥିରେ ତାଳ ଦେଇ ପ୍ରତ୍ୟେକ କାମ ଆରମ୍ଭ ଓ ଶେଷ କରିବା ଉତ୍ତମ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ।😎😆🤓

😎😆🤓ଯେଉଁ ଲୋକମାନେ କେବଳ କାମରେ ତୁମକୁ ମନେ ପକାନ୍ତି ତାଙ୍କ କାମରେ ତୁମେ ନିଶ୍ଚିତ ଆସ କାହିଁକି ନା ସେମାନେ ଅନ୍ଧାରରେ ଆଲୁଅ ଖୋଜି ଥାନ୍ତି ଆଉ ସେହି ଆଲୁଅ ତୁମେ ଅଟ ।😎😆🤓

😎😆🤓ଜୀବନରେ କେବେ କାହାକୁ କଷ୍ଟ ଦେବ ନାହିଁ। କାରଣ ସେ ତ ତୁମକୁ କ୍ଷମା କରିଦେବ କିନ୍ତୁ ଭୁଲି ପାରିବ ନାହିଁ।😎😆🤓

110+ odia attitude shayariDownload Image
110+ odia attitude shayari

ଓଠ ତ ସମସ୍ତଙ୍କ ପାଇଁ କାନ୍ଦିଥାଏ, ହେଲେ ଆଖି ସମସ୍ତଙ୍କ ପାଇଁ କାନ୍ଦି ପାରେନା। ଆଖି କେବଳ ତା ପାଇଁ କାନ୍ଦେ ଯାହାକୁ ଆମେ ଆମ ନିଜଠୁ ଅଧିକ ଭଲ ପାଆନ୍ତି।😎😆🤓

😎😆🤓ଖରାପ ସମୟ ଯାହା ମନୁଷ୍ୟକୁ ଶିକ୍ଷା ଦେଇଥାଏ, ତାହା କୌଣସି ବହିରେ ନଥାଏ। ଏଥିପାଇଁ ଖରାପ ସମୟକୁ ଧାର୍ଯ୍ୟର ସହ ମୁକାବିଲା କରିବା ଉଚିତ….😎😆🤓

ସ୍ୱାର୍ଥହୀନ ଭଲପାଇବା ଏବଂ ପରସ୍ପର ପ୍ରତି ଉତ୍ସର୍ଗୀକୃତ ମନୋଭାବ ହିଁ ପ୍ରେମ। ଏହା ସମ୍ପୁର୍ଣ୍ଣ ବ୍ୟକ୍ତିଗତ ଉପଲବ୍ଧିର କଥା। 😎😆🤓

କାହାକୁ ଜବରଦସ୍ତି କରନାହିଁ ତୁମ ସହିତ କଥା ହେବାପାଇଁ। #ଯଦି ତାଙ୍କ ହୃଦୟରେ ତୁମ ପାଇଁ ଭଲପାଇବା ଅଛିତ ସେ ଆପଣଙ୍କ ପାଇଁ ନିଶ୍ଚିତ ସମୟ ବାହାର କରିବେ।

😎😆🤓ମା ବାପା କୋଉଥିରେ ତିଆରି କେଜାଣି ନିଜ ସନ୍ତାନ ପାଇଁ କେତେ କଷ୍ଟ ସହାନ୍ତି, କିନ୍ତୁ ଭାଙ୍ଗି ପଡ଼ନ୍ତି ନାହିଁ।😎😆🤓

😎😆🤓ଭୁଲ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ କରିନାହିଁ, ତା ମାନେ ସେ କେବେ ଚେଷ୍ଟା ହିଁ କରିନାହିଁ ।😎😆🤓

😎😆🤓ଅନ୍ୟ କେହି କରୁଥିବା କାମର ଠିକ-ଭୁଲ ବାହାର କରିବା ଦାଇତ୍ଵ ତୁମକୁ ଦିଆଯାଇ ନାହିଁ। ଏହା ଭାବି ନିଜ କାମର ଠିକ ଭୁଲ ଦେଖିବା ଉଚିତ।😎😆🤓

😎😆🤓ଧନ, ଯୌବନ ଓ ଜୀବନ କେବେ ସ୍ଥାୟୀ ନ ଥାଏ, ତଥାପି ଧନ ଥିଲେ ଲୋକ ଗର୍ବି ହୁଏ, #ଯୌବନ ରେ ସ୍ୱାର୍ଥ ପର ହୁଏ, ଜୀବନ ଥିବା ଯାଏ ଲୋଭ କରେ….

😎😆🤓ସଚ୍ଚୋଟ ଲୋକ ବୁଦ୍ଧିମାନ ହୋଇ ବି ଧୋକା ଖାଇ ଯାଆନ୍ତି…….😎😆🤓କାରଣ, ସେ ନିଜ ଭଳି ଅନ୍ୟକୁ ବି ସଚ୍ଚୋଟ ଭଳି ବିଶ୍ୱାସ କରିନିଏ….

😎😆🤓କେବଳ ସମୁଦ୍ର ନିକଟରେ ଛିଡା ହୋଇ ଏହାକୁ ଅତିକ୍ରମ କରିବାର ସାହସ ରଖିଲେ କିଛି ହୋଇନଥାଏ। ବରଂ ଏଥିପାଇଁ ଉପାୟ ଚିନ୍ତା କରିବାକୁ ପଡେ।😎😆🤓

😎😆🤓ନଦୀ ହୋଇ କାହାକୁ ବୁଢ଼େଇ ଦେବା ପାଇଁ ଚେଷ୍ଟା କରନ୍ତୁ ନାହିଁ ଡ଼ଙ୍ଗା# ହୋଇ ବୁଡ଼ି ଯାଉଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କର।

😎😆🤓ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ।😎😆🤓

#ସମୟ ଓ ନିଜ ଘନିଷ୍ଠ ଲୋକ ଯେତେବେଳେ କ୍ଷତି ପହଂଚାଇଥାନ୍ତି, ସେ ସମୟରେ ସେହି ବ୍ୟକ୍ତି ଭିତରୁ ହିଁ ଭାଙ୍ଗିଯାଏ। 😎😆🤓ଏହା ସତ୍ୱେ ସମ୍ପର୍କରୁ ଲୋକେ ଆଜି ମଧ୍ୟ ବିଶ୍ୱାସ କରୁଛନ୍ତି।

ଗୋଟିଏ ଅପ୍ରିୟ ସତକଥା ସେହି ମଣିଷ ମାନଙ୍କର VALUE କେବେ ବୁଝିବନି, 😎😆🤓ଯାହା ପାଇଁ ଆପଣ ସବୁବେଳେ AVAILABLE ଥିବେ।

କଲମର ନିଜସ୍ୱ କ୍ଷମତା ନାହିଁ, ହେଲେ ଅନ୍ୟର ଆଙ୍ଗୁଳି ନିର୍ଦେଶରେ ସେ ବିଭିନ୍ନ କଥା ବର୍ଣନା କରିପାରିଥାଏ।😎😆🤓

ଚିନ୍ତାଧାରା ଦ୍ୱାରା ଆଗକୁ ବଢିବା ସହ ସଫଳତାର ନିକଟତର ଜଣେ ହୋଇ ପାରିବ।

ସ୍ୱପ୍ନ ଓ ବାସ୍ତବତା ମଧ୍ୟରେ ଏତିକି ପାର୍ଥକ୍ୟ, 😎😆🤓ଜଣେ ରାତିରେ ଶୁଆଇ ଦିଏନାହଁ, ଅନ୍ୟ ଜଣେ ଦିନରେ ।।

ସନ୍ଦେହ ଏକ ଏପରି ରୋଗ ଯାହା ଜଣଙ୍କ ମନରେ ଥରେ ବସିଯାଏ ଆଉ ସାରା ଜୀବନ ମନରୁ ବାହାରି ନଥାଏ। 😎😆🤓ବେଳେ ବେଳେ ସନ୍ଦେହ ଭଲ ଘରକୁ ବି ଭାଙ୍ଗିକି ଚୁରମାର କରିଦିଏ…

ସଚ୍ଚୋଟ ଲୋକ ବୁଦ୍ଧିମାନ ହୋଇ ବି ଧୋକା ଖାଇ ଯାଆନ୍ତି…….😎😆🤓କାରଣ, ସେ ନିଜ ଭଳି ଅନ୍ୟକୁ ବି ସଚ୍ଚୋଟ ଭଳି ବିଶ୍ୱାସ କରିନିଏ….

ତେଉତ୍ସାହିତ ହେବାର ଅଭିନୟ କରୁଥିବା ବ୍ୟକ୍ତି ହିଁ ଜଣେ ଚମତ୍କାର କଳାକାର।

ଭିନ୍ନ ଭାବରେ କାମ କରିବାର ଶୈଳୀକୁ ଆପଣେଇବା ଉଚିତ। 😎😆🤓ଏଥିପାଇଁ ନିଜକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଆଦୌ ନାହିଁ।

ନିଜ ଅନୁଭବ ଓ ଅଭିଜ୍ଞତା ହିଁ 😎😆🤓ଜଣେ ବ୍ୟକ୍ତିକୁ ବିଭିନ୍ନ ପଥ ଦେଖାଇ ଥାଏ।

କେବେ କେବେ ନିଜର କଥା କହିବାର ଶୈଳୀ କୁ ବଦଳାଇ ତ ଦେଖ… 😎😆🤓କିଏ ତୁମକୁ କେତେ ଭଲ ପାଏ, ଆପେ ଆପେ ଜାଣି ପାରିବ.

ଝଡ଼ି ଯାଇଥିବା ଫୁଲ କେବେ ଗଛକୁ ଫେରି ଆସେନା। ତେଣୁ ଅତୀତ ବିଷୟରେ ଚିନ୍ତା ନ କରି,☝😎😆🤓 ବର୍ତ୍ତମାନକୁ ଭଲ ପାଅନ୍ତୁ।

110+ odia attitude shayariDownload Image
110+ odia attitude shayari

ଜୀବନରେ କେବେ କାହା ପଛରେ ଦୌଡନାହିଁ। 😎😆🤓ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ।

ବନ୍ଧୁତ୍ୱ କୌଣସି Special ଲୋକଙ୍କ ସହିତ ହୋଇ ନଥାଏ..😎😆🤓ଯାହା ସହିତ ହୋଇଥାଏ ସେ ହିଁ special ହୋଇଥାଏ।

ଭାଗ୍ୟ ଏବଂ ହୃଦୟ ମଧ୍ୟରେ କେବେବି ଭଲ ସମ୍ପର୍କ ନଥାଏ…. 😎😆🤓ଯାହା ହୃଦୟରେ ଥାଏ, ତାହା ହୃଦୟରେ ନଥାଏ…

କଲମର ନିଜସ୍ୱ କ୍ଷମତା ନାହିଁ,😎😆🤓 ହେଲେ ଅନ୍ୟର ଆଙ୍ଗୁଳି ନିର୍ଦେଶରେ ସେ ବିଭିନ୍ନ କଥା ବର୍ଣନା କରିପାରିଥାଏ।

ଧନଠାରୁ ମନ କାଳେ କାଳେ ବଡ ଧନ ତ ଦୁଇ ଦିନର, 😎😆🤓ମନଥିଲେ ଧନ ପ୍ରାପତ ହୁଅଇ ଏଇ ରୀତି ଦୁନିଆର.

ସନ୍ଦେହ ଏକ ଏପରି ରୋଗ ଯାହା ଜଣଙ୍କ ମନରେ ଥରେ ବସିଯାଏ ଆଉ ସାରା ଜୀବନ ମନରୁ ବାହାରି ନଥାଏ।😎😆🤓 ବେଳେ ବେଳେ ସନ୍ଦେହ ଭଲ ଘରକୁ ବି ଭାଙ୍ଗିକି ଚୁରମାର କରିଦିଏ…

110+ odia attitude shayariDownload Image
110+ odia attitude shayari

 ଅର୍ଥର ପ୍ରାଚୁର୍ଯ୍ୟରେ ଅନ୍ୟର ଲୋଭକୁ ବଶ କରାଯାଇପାରେ, 😎😆🤓ହେଲେ କାହାର ଜୀବନକୁ କିଣିବା ଅସମ୍ଭବ ବ୍ୟାପାର ଅଟେ। ଏହି ଗୋଟିଏ ଉକ୍ତିକୁ ଯଦି ଆମେ ବୁଝିଯିବା, ଛନ୍ଦ କପଟର ସ୍ଥାନ ପୃଥିବୀରେ ରହିବ ନାହିଁ

କାହା କଥାରେ ଯଦି କୌଣସି ଭୁଲ କିମ୍ବା ଠିକ ହୋଇ ଯାଉଥାନ୍ତା,😎😆🤓 ତେବେ ଦୁନିଆ ସ୍ୱର୍ଗ ପାଲଟି ସାରିଥାନ୍ତା, ତେଣୁ ସର୍ବଦା ସେହି କାମ କର ଯାହା ଠିକ ଏବଂ ସତ୍ୟ ଅଟେ…।

ଭିନ୍ନ ଭାବରେ କାମ କରିବାର ଶୈଳୀକୁ ଆପଣେଇବା ଉଚିତ।😎😆🤓 ଏଥିପାଇଁ ନିଜକୁ ପରିବର୍ତ୍ତନ କରିବାର ଆବଶ୍ୟକତା ଆଦୌ ନାହିଁ।

ଧନ ଥିଲେ ଦlରିଦ୍ରର ଭୟ ଜ୍ଞାନ ଥିଲେ ଅଜ୍ଞାନର ଭୟ ସର୍ବୋପରି ଦେହ ଥିଲେ 😎😆🤓ମୃତ୍ୟୁର ଭୟ କିନ୍ତୁ ଯେଉଁ ବ୍ୟକ୍ତି ସର୍ବସ୍ବ ତ୍ୟାଗ କରିଛି ତାହାର କୌଣସି ଭୟ ନାହିଁ।

କାହା ହୃଦୟକୁ କଷ୍ଟ ଦେଇ କେବେ ଶାନ୍ତିରେ ରହି ହେବନି। 😎😆🤓କିନ୍ତୁ ଆଜି ମଣିଷ ପାଖରେ ଏପରି ଅନୁଭବ ନାହିଁ।

ଝଡ଼ି ଯାଇଥିବା ଫୁଲ କେବେ ଗଛକୁ ଫେରି ଆସେନା। ତେଣୁ ଅତୀତ ବିଷୟରେ ଚିନ୍ତା ନ କରି,☝ ବର୍ତ୍ତମାନକୁ ଭଲ ପାଅନ୍ତୁ।

ପକ୍ଷୀମାନେ ବଞ୍ଚିଥିବା ବେଳେ ଜନ୍ଧା, ପିଂପୁଡି ମାନଙ୍କୁ ଖାଇଥାନ୍ତି । 😎😆🤓ସେହି ପକ୍ଷୀଟି ମରିଗଲେ ଜନ୍ଦା, ପିଂପୁଡି ମାନେ ତାକୁ ଖାଆନ୍ତି । 😎😆🤓ସମୟ ଓ ପରିସ୍ଥିତି କେତେବେଳେ ବି ପରିବର୍ତ୍ତନ ହେଇପାରେ ତେଣୁ ଆମେ କାହାରିକୁ ଛୋଟ ଭାବିବା ଉଚିତ ନୁହେଁ ।

ଶିକ୍ଷା ଲାଭକରି ଏହାର ଯଥା ଉପଯୋଗ ନ କଲେ ଏହାର ମୂଲ୍ୟ ନଥାଏ। 😎😆🤓ଏଣୁ କାଗଜ ପତ୍ରର ସାର୍ଟିଫିକେଟ ପାଇଁ ବ୍ୟସ୍ତତାର କୌଣସି ମୂଲ୍ୟ ନାହିଁ।

ଭାଗ୍ୟ ଏବଂ ହୃଦୟ ମଧ୍ୟରେ କେବେବି ଭଲ ସମ୍ପର୍କ ନଥାଏ….😎😆🤓 ଯାହା ହୃଦୟରେ ଥାଏ, ତାହା ହୃଦୟରେ ନଥାଏ…

ଯିଏ ସମ୍ମାନ ମିଳିଲେ ବି ଗର୍ବ କରେନାହିଁ, ଯିଏ ଅପମାନ ହେଲାପରେ ବି ରାଗେନାହିଁ, ଏବଂ 😎😆🤓ରାଗିଯାଇ ବାଧିଲା ଭଳି କଥା କହେ ନାହିଁ, ବାସ୍ତବରେ ସେ ହିଁ ମହାନ ହୋଇଥାଏ।

ସମୟ ସାଥିରେ ତାଳ ଦେଇ ପ୍ରତ୍ୟେକ କାମ ଆରମ୍ଭ😎😆🤓 ଓ ଶେଷ କରିବା ଉତ୍ତମ ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ।

ଧନଠାରୁ ମନ କାଳେ କାଳେ ବଡ ଧନ ତ ଦୁଇ ଦିନର, 😎😆🤓ମନଥିଲେ ଧନ ପ୍ରାପତ ହୁଅଇ ଏଇ ରୀତି ଦୁନିଆର.

110+ odia attitude shayariDownload Image
110+ odia attitude shayari

ନିଜ ଅସୁବିଧାକୁ ହେୟ ଜ୍ଞାନ କିମ୍ବା ଅଯଥା ମନେ ନ କରି ବରଂ ସେହି ପରିସ୍ଥିତିକୁ ଲଢ଼ି ଆଗକୁ ବଢିବା ଉଚିତ। 😎😆🤓ଭବିଷ୍ୟତ ସୁନ୍ଦର ହେବା ନିଜ ଉପରେ ମଧ୍ୟ ନିର୍ଭର କରିଥାଏ।

କାହା କଥାରେ ଯଦି କୌଣସି ଭୁଲ କିମ୍ବା ଠିକ ହୋଇ ଯାଉଥାନ୍ତା,😎😆🤓 ତେବେ ଦୁନିଆ ସ୍ୱର୍ଗ ପାଲଟି ସାରିଥାନ୍ତା, ତେଣୁ ସର୍ବଦା ସେହି କାମ କର ଯାହା ଠିକ ଏବଂ ସତ୍ୟ ଅଟେ…।

କୌଣସି କାମ ଛୋଟ କିମ୍ବା ବଡ ନୁହେଁ, ବରଂ କାମ କରିବାର ପ୍ରଣାଳୀ ସ୍ୱଳ୍ପ କିମ୍ବା ଦୀର୍ଘସ୍ଥାୟୀ ହୋଇଥାଏ।😎😆🤓 ବ୍ୟକ୍ତି ବିଶେଷ ଉପରେ ନିଭର କରେ, ତାହା କେତେ ଶୀଘ୍ର ଅନ୍ତିମ ପର୍ଯ୍ୟାୟରେ ପହଁଚିବ।

ମଣିଷ ଏମିତି ଏକ ପ୍ରାଣୀ ଯାହାକୁ ପଶୁ କହିଲେ 😎😆🤓ଖରାପ ଭାବେ କିନ୍ତୁ ବାଘ କହିଲେ ଗର୍ବ ଅନୁଭବ କରେ। 

ଯେଉଁମାନେ ସମ୍ପର୍କ ରଖିବାକୁ ଚାହାନ୍ତି ସେମାନେ ତୁମ ବଡ଼ ବଡ଼ ଭୁଲକୁ ବି କ୍ଷମା କରିଦିଅନ୍ତି ଆଉ 😎😆🤓ଯେଉଁମାନେ ସମ୍ପର୍କ ରଖି ବାକୁ ଚାହାନ୍ତି ନାହିଁ ସେମାନେ ତୁମ ଠିକ କଥାରୁ ବି ଭୁଲ ବାହାର କରିଥାନ୍ତି।

କାହାକୁ ଜବରଦସ୍ତି କରନାହିଁ ତୁମ ସହିତ କଥା ହେବାପାଇଁ।😎😆🤓 ଯଦି ତାଙ୍କ ହୃଦୟରେ ତୁମ ପାଇଁ ଭଲପାଇବା ଅଛିତ ସେ ଆପଣଙ୍କ ପାଇଁ ନିଶ୍ଚିତ ସମୟ ବାହାର କରିବେ।

ନିଜକୁ ଜ୍ଞାନୀ ଭାବନ୍ତୁ ମନା ନାହିଁ, କିନ୍ତୁ ଅନ୍ୟକୁ ମୂର୍ଖ ଭାବିବାର ମୁର୍ଖତା କରନ୍ତୁ ନାହିଁ। 😎😆🤓କାରଣ ସମସ୍ତଙ୍କ ଠାରୁ କିଛିନା କିଛି ଶିଖିବାକୁ ମିଳିଥାଏ।

ସମ୍ପର୍କର ଡୋରି ସେତେବେଳେ ଦୁର୍ବଳ ହୋଇଯାଇଥାଏ,😎😆🤓 ଯେତେବେଳେ ଲୋକେ ନିଜ ଲୋକଙ୍କୁ ପର ଓ ପର ଲୋକଙ୍କୁ ନିଜର ଭାବିବାରେ ଲାଗିଯାନ୍ତି।

ଓଠ ତ ସମସ୍ତଙ୍କ ପାଇଁ କାନ୍ଦିଥାଏ, ହେଲେ ଆଖି ସମସ୍ତଙ୍କ ପାଇଁ କାନ୍ଦି ପାରେନା। 😎😆🤓ଆଖି କେବଳ ତା ପାଇଁ କାନ୍ଦେ ଯାହାକୁ ଆମେ ଆମ ନିଜଠୁ ଅଧିକ ଭଲ ପାଆନ୍ତି।

ଯେଉଁ ରାସ୍ତାରେ ଆପଣ ଏକୁଟିଆ ରହିଯାଉଛନ୍ତି, 😎😆🤓ତେବେ ବୁଝି ନିଅନ୍ତୁ ଆପଣ ସଠିକ ରାସ୍ତାରେ ଚାଲୁଛାନ୍ତି। କାହିଁକିନା ସତ୍ୟତାର ରାସ୍ତାରେ କେହି ସାଥିରେ ନଥାନ୍ତି ।

ଜୀବନର ସଂଜ୍ଞା ବୁଝିବା ସମସ୍ତଙ୍କ ପକ୍ଷେ ସହଜ ନୁହେଁ….. ସେହି ମଣିଷ ଜୀବନର ସଂଜ୍ଞା ବୁଝିଥାଏ, 😎😆🤓ଯିଏ ଦୁଃଖ କଷ୍ଟ ସହିବା ଜାଣିଥାଏ….

ପରିବାରର ସମସ୍ତ ସଦସ୍ୟଙ୍କୁ ବୁଝାଇବା😎😆🤓 ପରିବର୍ତ୍ତେ ନିଜେ ହିଁ ସେମାନଙ୍କ ଚିନ୍ତାଧାରାରେ ଆଗକୁ ବଢିବା ସର୍ବୋତ୍ତମ ପଥ ହୋଇଥାଏ। 

ନିରନ୍ତର କାମ କରୁଥିବା ବ୍ୟକ୍ତି ଯେ ସଫଳ ହୋଇଥାଏ, 😎😆🤓ଏ ଉଦାହରଣ ସମସ୍ତଙ୍କ ପାଇଁ କାର୍ଯ୍ୟକାରୀ ନୁହେଁ, ବରଂ ନିଷ୍ଠାକୁ ଚାବି ମନେ କରି ଅଗ୍ରସର ହେବା ଉଚିତ…

ସତ୍ୟକୁ ଯେତେ ଦବାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ସାମନାକୁ ବାହାରିପଡେ ।😎😆🤓 ସଂସାରରେ ଖୁବ୍ କମ୍ ପ୍ରାଣୀ ଅଛନ୍ତି ଯାହାର ଭିତର ବାହାର ସମାନ ନଚେତ୍ ସବୁ ଅଲଗା ଅଲଗା ।।

ଜୀବନରେ କେବେ କାହାକୁ କଷ୍ଟ ଦେବ ନାହିଁ। 😎😆🤓କାରଣ ସେ ତ ତୁମକୁ କ୍ଷମା କରିଦେବ କିନ୍ତୁ ଭୁଲି ପାରିବ ନାହିଁ।

ମନୁଷ୍ୟ ସେତେବେଳ ହଯେ ନାହିଁ ଯେତେବେଳେ ସେ ଭିଡ ମଧ୍ୟରେ ଥାଏ, 😎😆🤓ମନୁଷ୍ୟ ସେତେବେଳେ ହଜିଥାଏ ଯେତେବେଳେ ସେ ଏକା ହୋଇଯାଇ ଥାଏ।

କେବଳ ସମୁଦ୍ର ନିକଟରେ ଛିଡା ହୋଇ ଏହାକୁ ଅତିକ୍ରମ କରିବାର ସାହସ ରଖିଲେ କିଛି ହୋଇନଥାଏ। 😎😆🤓ବରଂ ଏଥିପାଇଁ ଉପାୟ ଚିନ୍ତା କରିବାକୁ ପଡେ।

ସ୍ୱାର୍ଥହୀନ ଭଲପାଇବା ଏବଂ ପରସ୍ପର ପ୍ରତି ଉତ୍ସର୍ଗୀକୃତ ମନୋଭାବ ହିଁ ପ୍ରେମ।😎😆🤓 ଏହା ସମ୍ପୁର୍ଣ୍ଣ ବ୍ୟକ୍ତିଗତ ଉପଲବ୍ଧିର କଥା।

ଭୁଲ ଜୀବନର ଗୋଟେ ପୃଷ୍ଠା ଅଟେ ସମ୍ପର୍କ ଗୋଟିଏ ବହି । ଯଦି ଦରକାର ପଡ଼େ, 😎😆🤓ତାହେଲେ ଭୁଲ ପୃଷ୍ଠାଟିକୁ ଚିରି ଦିଅନ୍ତୁ, କିନ୍ତୁ ଗୋଟିଏ ପୃଷ୍ଠା ପାଇଁ ପୁରା ବହିଟିକୁ ନିଜ ଜୀବନରୁ ହରାନ୍ତୁ ନାହିଁ ।

ସମୟ ଓ ନିଜ ଘନିଷ୍ଠ ଲୋକ ଯେତେବେଳେ କ୍ଷତି ପହଂଚାଇଥାନ୍ତି, 😎😆🤓ସେ ସମୟରେ ସେହି ବ୍ୟକ୍ତି ଭିତରୁ ହିଁ ଭାଙ୍ଗିଯାଏ। ଏହା ସତ୍ୱେ ସମ୍ପର୍କରୁ ଲୋକେ ଆଜି ମଧ୍ୟ ବିଶ୍ୱାସ କରୁଛନ୍ତି।

ଭୁଲ ହିଁ ହେଉଛି ମଣିଷର ପ୍ରକୃତ ଶିକ୍ଷକ, ଆଉ ଯିଏ କୌଣସି କ୍ଷେତ୍ରରେ ଯଦି ଭୁଲ କରିନାହିଁ, 😎😆🤓ତା ମାନେ ସେ କେବେ ଚେଷ୍ଟା ହିଁ କରିନାହିଁ ।

ସେହି ଲୋକମାନେ ପ୍ରକୃତରେ ବଦଳି ଯାଆନ୍ତି ଯେଉଁ ମାନଙ୍କୁ ଆବଶ୍ୟକତା ଠାରୁ ଅଧିକ ଭଲ ପାଇବା ଏବଂ😎😆🤓 ଇଜ୍ଜତ ଦେଇ ଦିଆ ଯାଏ।

ନିନ୍ଦାରେ ବିଚଳିତ ହୋଇ କେବେ ନିଜର ଲକ୍ଷ ଛାଡ଼ନ୍ତୁ ନାହିଁ। 😎😆🤓କାହିଁକିନା ସଫଳତା ପାଇଗଲେ ନିନ୍ଦା କରୁଥିବା ଲୋକର ବି ମତ ବଦଳିଯାଏ..

ଶିକ୍ଷକ ଆଉ ରାସ୍ତା ଦୁଇଜଣ ଯାକ ଏକପରି। ନିଜେ ଗୋଟିଏ ଜାଗାରେ ରହନ୍ତି,😎😆🤓 ଆଉ ଅନ୍ୟମାନଙ୍କୁ ସେମାନଙ୍କ ଲକ୍ଷ ସ୍ଥଳରେ ପହଞ୍ଚନ୍ତି।

😎😆🤓ବିଶ୍ୱର ପ୍ରତେକ ପ୍ରାନ୍ତରେ ଲୋକେ ନିଜ ସ୍ଵାସ୍ଥ୍ୟ ସଚେତନ ହେବା ସହ ପରିବାରରେ ମହିଳାଙ୍କ ଶିକ୍ଷା ଦିଗ ପ୍ରତି ଦୃଷ୍ଟି ଦେଲେ ହିଁ ଜନସଂଖ୍ୟାକୁ ନିୟନ୍ତ୍ରଣ କରାଯାଇ ପାରିବ।😎😆🤓

Spread the love

Leave a Comment