100+ Odia best Good Morning Shayari

Published On:
100+ Odia best Good Morning Shayari
---Advertisement---

Odia Best Good morning Shayari or good morning status app logo kelie hamne ae article likh hai app isko apke dost or girlfriend or boyfriend yaa family member ke sath subhme share kar sakte hai.

Odia good morning Shayari for girlfriend

🥺ବ୍ୟକ୍ତିତ୍ୱ ବିହୀନ ମଣିଷ ବ୍ୟକ୍ତି ନୁହେଁ, ମାନବିକତା ବିହୀନ ମଣିଷ ମାନବ ନୁହେଁ, ଅଲୌକିକ ପ୍ରତିଭା ବିହୀନ ମଣିଷ ଲୋକ ନୁହେଁ ଆଉ ନିଷ୍ଠା ରହିତ ମଣିଷ ନର ନୁହେଁ । ସେ ଯାହା ହେଉନା କାହିଁକି ସ୍ନେହ, ଶ୍ରଦ୍ଧା, ମମତା, ଆଦର ବିହୀନ ମଣିଷର ଜୀବନ ଜୀବନ ଶୂନ୍ୟ ନୁହେଁ ତ ଆଉ କଣ ?

ଦୁନିଆରେ 🥺ଦୁଇ ଜଣ ଜ୍ୟୋତିଷ ଯିଏ ପ୍ରକୃତ ସତକଥା କହନ୍ତି, 😀😇ମନର କଥା ବୁଝିବା ଲୋକ ମୋ ମାଆ ! ଆଉ ଭବିଷ୍ୟତ ଚିହ୍ନିବା ଲୋକ ମୋ ବାପା ! ଜୟ ଜଗନ୍ନାଥ ଶୁଭ ସକାଳ

100+ Odia best Good Morning ShayariDownload Image
100+ Odia best Good Morning Shayari

🥺ସ୍ଥିର ଚିତ୍ତ ଓ ଆନନ୍ଦର ସହ ଏକ କାମର ଶୁଭାରମ୍ଭ କରିବାକୁ ବୀବ୍ୟକ୍ତିମାନେ ମତ ଦେଇଛନ୍ତି। …..ଗୁଡ଼ ମଣିଙ୍ଗ…..😀😇

😀😇ଲେମ୍ବୁର କିଛି ବୁନ୍ଦା 🥺ଯେମିତି କ୍ଷୀର ଆଉ ପାଣିକୁ ଅଲଗା ଅଲଗା କରିଦିଏ ସେମିତି ପଇସାର କିଛିଟା ଅହଂକାର ବାପ-ପୁଅ ଭାଇ-ଭଉଣୀ ଆଉ ଭାଇ-ଭାଇ ଭିତରେ ଥିବା ସ୍ନେହ ଶ୍ରଦ୍ଧା ସୁସମ୍ପର୍କକୁ ଅଲଗା କରିଦିଏ । ଜୟ ଜଗନ୍ନାଥ ଶୁଭ ସକାଳ

🥺ମାଗିନାହିଁ କେବେ କାହାକୁ ବାସନା, 🥺ସୁନ୍ଦରୀ ହୋଇକି ସହୁଛି ଯାତନା । ସୁନ୍ଦରୀ ବୋଲି ମୁଁ ଟେକି ଚାଲେ ମଥା, ମୁଁ ରକ୍ତିମ ପଳାଶ ଫୁଲର ପେନ୍ଥା.. …….

100+ Odia best Good Morning ShayariDownload Image
100+ Odia best Good Morning Shayari

ଯଦି ଉପରଵାଲା ସହିତ ତୁମ ସମ୍ପର୍କ ମଜବୁତ ଅଛି, ତେବେ ମର୍ତ୍ତ୍ୟରେ ଥିବା ମଣିଷ ତୁମର କିଛି କ୍ଷତି କରି ପାରିବେ ନାହିଁ।☝☝☝☝ ..ଗୁଡ଼ ମଣିଙ୍ଗ..

🥺ପରିସ୍ଥିତିରେ ପଡି ଅଥୟ ଲାଗିଲେ ନିଜ ଜ୍ଞାନ୍ତିପରିଜନଙ୍କ ସହ ଆଲୋଚନା କଲେ ସମାଧାନ ମିଳିଥାଏ। ଗୁଡ଼ ମଣିଙ୍ଗ

🥺ଘର ଠୁ କବାଟ ଛୋଟ କବାଟ ଠୁ ତାଲା ଛୋଟ ତାଲା ଠୁ ଚାବି ଛୋଟ ହେଲେ ସେହି ଛୋଟ ତାଲା ରେ ପୁରା ଘର ର କବାଟ ଖୋଲି ହୁଏ ସେହି ପରି ଛୋଟ ଛୋଟ ସୁବିଚାର ଜୀବନର ବଡ଼ ବଡ଼ ପରିବର୍ତ୍ତନ ଆଣିଥାଏ । ଜୟ ଜଗନ୍ନାଥ ଶୁଭ ସକାଳ😀😇

🥺ସମ୍ପର୍କ ସୃଷ୍ଟି ହୁଏ ସ୍ନେହରୁ, ଜୀବିତ ରୁହେ ବ୍ୟବହାରରେ, ଅନୁଭବ ହୁଏ ଯତ୍ନରେ, ଅନୁଭୂତି ବସା ବାନ୍ଧେ ହୃଦୟରେ, ମଉଳି ଯାଏ ସନ୍ଦେହରେ, ଭାଙ୍ଗିଯାଏ ଅହଂକାରରେ

🥺ନକରିଲ ନାହିଁ ମହା ଦୁମ୍ର ପଛେ ଫୁଲଟିଏ ମତେ କର… ସୁବାସ ବିରତି, ଜନ ମନ ହରି ଲାଗିବି ପୂଜାରେ ତୋର । ଗୁଡ଼ ମଣିଙ୍ଗ

ସଚ୍ଚା ପ୍ରେମ ତାକୁ କହନ୍ତି……🥺 ଯେଉଁ ପ୍ରେମରେ ରାଗ, ଋଷ, ମାନ, ଅଭିମାନ ସବୁ ଥାଏ….. ହେଲେ ସେ ସବୁ ମାତ୍ର କିଛି ସମୟ ପାଇଁ। ….

100+ Odia best Good Morning ShayariDownload Image
100+ Odia best Good Morning Shayari

🥺ଯଦି ନିଜେ ସତ୍ ପଥରେ ଅଛ, ତେବେ ନୀରବତାର ସହ କାମ କରିଚାଲ । କୁଟ, କପଟୀ ଲୋକଙ୍କ ଚିତ୍କାରକୁ ଧ୍ୟାନ ନ ଦେଇ ନିଜ କାମକୁ ପ୍ରାଧାନ୍ୟ ଦିଅ । ସମୟ ହିଁ ସବୁ କଥା ପ୍ରକାଶ କରିବ, ଏହା ନିଶ୍ଚିତ🥺

😀😇ଖରାପ ସମୟର ସ୍ଥାୟୀତ୍ଵ ବେଶିଦିନ ନୁହେଁ, କିନ୍ତୁ ଧୈର୍ଯ୍ୟର ସହ ଏଇ ସମୟ ସହ ଲଢ଼ିପାରିଲେ ହିଁ ଜଣେ ଆଗକୁ ବଢ଼ିପାରେ। ବିଚଳିତ ହେବା ହିଁ ଏହି ସମୟରେ ପରାଜୟର କାରଣ।☝☝☝☝☝

100+ Odia best Good Morning ShayariDownload Image
100+ Odia best Good Morning Shayari

ସମ୍ପର୍କ ସୃଷ୍ଟି ହୁଏ ସ୍ନେହରୁ, ଜୀବିତ ରୁହେ ବ୍ୟବହାରରେ, ଅନୁଭବ ହୁଏ ଯତ୍ନରେ, ଅନୁଭୂତି ବସା ବାନ୍ଧେ ହୃଦୟରେ, ମଉଳି ଯାଏ ସନ୍ଦେହରେ, ଭାଙ୍ଗିଯାଏ ଅହଂକାରରେ । ଜୟ ଜଗନ୍ନାଥ ଶୁଭ ସକାଳ😀😇

Odia Good Morning Attitude Shayari

ଇତିହାସ କୁହିଥାଏ କି, ଗତକାଲି ସୁଖ ଥିଲା । ବିଜ୍ଞାନ କହିଥାଏ କି, କାଲିକୁ ସୁଖ ଅନୁଭବ କରିବ । କିନ୍ତୁ ଧର୍ମ କହିଥାଏ କି, ମନ ନିର୍ମଳ ଓ ହୃଦୟ ଭଲ ଥିଲେ ତ ସବୁ ଦିନ ସୁଖ ଅନୁଭବ କରିବ । ଜୟ ଜଗନ୍ନାଥ ଶୁଭ ସକାଳ😀😇

😀😇ଅଳପ ଜୀବନ ହେଲେବି ମୋହର ଆନନ୍ଦ ବିତରି ଯିବି….. ଆଦର ସେନେହ ପାଇବି ସଭିଙ୍କ ଜୀବନ ଧନ୍ୟ କରିବି…. ଗୁଡ଼ ମଣିଙ୍ଗ

100+ Odia best Good Morning ShayariDownload Image

😀😇ଯାହାର ଭଗବାନଙ୍କ ଉପରେ ଭରସା ଓ ନିଜ ଉପରେ ବିଶ୍ୱାସ ଅଛି… ତାକୁ ସଂସାରର କୌଣସି ବି ସ୍ଥିତି ବିଚଳିତ କରିପାରିବ ନାହିଁ ।

ଅନ୍ୟର ଉନ୍ନତି ଅବା ଜୀବନଶୈଳୀ ଦେଖିଲେ ମନରେ ଈର୍ଷା ହେବା ସ୍ବଭାବିକ ହେଲେ ନିଜ ପାଖରେ ଯାହା ଅଛି, ତାକୁ ନେଇ ମଧ୍ୟ ମନରେ ଆତ୍ମସନ୍ତୋଷଭାବ ରହିବା ଆବଶ୍ୟକ।😀😇

😀😇ଦୁନିଆରେ ସେହି ଲୋକମାନେ ସବୁବେଳେ ସଫଳ ହୋଇଥାନ୍ତି, ଯାହାର ନିଜ ଉପରେ ଭରଷା ଥାଏ..

ଯେଉଁ ଲୋକଙ୍କ ପାଖରେ ମାନବିକତା ବା ମଣିଷପଣିଆ ନଥାଏ, ସେମାନଙ୍କ ପାଖରେ ସମ୍ପର୍କର ମୂଲ୍ୟ କିଛି ନଥାଏ । ଜୟ ଜଗନ୍ନାଥ ଶୁଭ ସକାଳ

😀😇ଆରମ୍ଭ ଯେପରି ହେଉ ନା କାହିଁକି, ଈଶ୍ୱରଙ୍କ ଏହି ସୃଷ୍ଟିରେ ଶେଷ ପରିଣତି ଉତ୍ତମ ହେବା ଥୟ। ..

😀😇ସେଇଦିନ ଠାରୁ ଭଲ ମୁଁ ପାଇଲି ତରଳି ଗଲା ମୋ ମନ…. ମନ ମୁଁ ଦେଇନି ହୃଦୟ ଦେଇଛି ବିଶ୍ୱାସ ହିଁ ଭଗବାନ….☝

Odia Good Morning Love Shayari

କୌଣସି ମଣିଷ ସବୁବେଳେ ଏକାଭଳି ରହି ନଥାଏ।😀😇 ସମୟ, ପରିସ୍ଥିତି ଓ ଲୋକମାନେ ତାକୁ ବଦଳାଇବା ପାଇଁ ବାଧ୍ୟ କରି ଦିଅନ୍ତି।

😀😇ତୁମକୁ ଯିଏ ଥଟା କରୁଛି ତାକୁ ଥଟା କରିବାକୁ ଦିଅ ତୁମକୁ ଯିଏ ଖରାପ ଭାବୁଛି ତାକୁ ଭାବିବାକୁ ଦିଅ କାରଣ ଏ ଦୁନିଆ ଏମିତି ଏଠି ଭଲ ଲୋକଙ୍କୁ ମିଳେ ନିନ୍ଦା ! ଖରାପ ଲୋକଙ୍କୁ ମିଳେ ପ୍ରଶଂସା ।

😀😇ପଳାଶ କୁଞ୍ଜରେ ପାହାଡ଼ ଶିଖରେ, ନିଆଁ ପରି ଜଳେ ଲୋହିତ ରଙ୍ଗରେ। ଗଛେ ଫୁଟେ ଆଉ ତଳେ ପଡୁଥାଏ, ବାସ୍ନା ନାହିଁ ବୋଲି କେହି ପୁଣି କହେ। ….😀😇

😀😇ଅଜବ ଏଇ ଦୁନିଆ ଏଠି ଯିଏ ସତ ଓ ଭଲ କଥା କୁହେ ସେ ଶତ୍ରୁ ହୋଇଯାଏ ଆଉ ଯିଏ ମନ୍ଦ ଓ ମିଛ କଥା କୁହେ ସେ ମିତ୍ର ହୋଇଯାଏ ।।

😀😇ମିଛ ବହୁତ ସହଜ ଓ ସୁନ୍ଦର କିନ୍ତୁ ସେଥିରୁ ମିଳିଥିବା ଖୁସି ମୂଲ୍ୟହୀନ । ସତ ବହୁତ କଠୋର ଓ ନିଷ୍ଠୁର କିନ୍ତୁ ସେଥିରୁ ମିଳିଥିବା ଖୁସି ଓ ଆତ୍ମତୃପ୍ତି ବହୁତ ମୂଲ୍ୟବାନ ।😀😇

😀😇ସ୍ୱଚ୍ଛ ହୃଦୟର ଏକ ସୁନ୍ଦର ପରିଚୟ ହେଉଛି ହସ ହସ ମୁହଁ। ବିରକ୍ତି ଭରା ଚେହେରାରେ ଅତିଥୀଙ୍କୁ ସ୍ୱାଗତ କଲେ, ଘରେ ମଧ୍ୟ ନକାରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ।😀😇

😀😇ସୂର୍ଯ୍ୟ ବିନା ସଖାଳ ହୋଇ ନଥାଏ। ଚାନ୍ଦ ବିନା ରାତି ହୋଇ ନଥାଏ। ବାଦଲ ବିନା ବର୍ଷା ହୋଇ ନଥାଏ। ତୁମ ସ୍ଥିତି ବିନା ଦିନର ଆରମ୍ଭ ହୋଇନଥାଏ… ….

😀😇ସଫଳ ହେବାକୁ ଚାହୁଁଥିବା ବ୍ୟକ୍ତି ନିଜ କାମ କରିବାର ଶୈଳୀ ପରିବର୍ତ୍ତନ କରିବା ଉଚିତ, ଚିନ୍ତାଧାରା ନୁହେଁ।

ତୁମର ସବୁଠାରୁ ବଡ ଶତ୍ରୁ ତୁମେ ନିଜେ । ନିଜର ଦୋଷ ଦେଖି ପାରନାହିଁ । ଯିଏ ତାକୁ ଦେଖାଏ ତୁମେ ତାକୁ ଶତ୍ରୁ ବୋଲି ଭାବିନିଅ😀😇

😀😇ଅନ୍ୟର ସହାଯ୍ୟକୁ ଭୁଲ ନାହିଁ, ନିଜେ କରିଥିବା ସାହାଯ୍ୟକୁ ବାରମ୍ବାର ମାନେ ପକାଅ ନାହିଁ । 

😀😇ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ ଭବିଷ୍ୟତରେ ବହୁତ ପସ୍ତାଏ । ଯେତେବେଳେ ଠିକ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରି ଯାଇଥାଏ 😀😇

😀😇ସଫଳ ହେବାକୁ ଲକ୍ଷ ରଖିଥିଲେ ଅନ୍ୟର ଦୋଷ ଦୁର୍ବଳତାକୁ ନ ଦେଖି ବରଂ ନିଜର ଭୁଲ ସୁଧାରିବାକୁ ଚେଷ୍ଟା କରିବା ଉଚିତ। ଆଗକୁ ବଢିବାର ଏହା ଏକ ଉତ୍ତମ ମାର୍ଗ ହୋଇଥାଏ।😀😇

😀😇ସମସ୍ୟା ଏକ ଉପହାର, ବିନା ସମସ୍ୟାରେ ଆଗକୁ ବଢ଼ିଲେ ନୂତନ ସ୍ୱାଦ ପାଇପାରିବା ନାହିଁ, ଅଧିକାଂଶ ଲୋକ ସଫଳ ହୁଅନ୍ତି କାରଣ ସେମାନେ ଛୋଟ ଛୋଟ କଥାକୁ ଗୁରୁତ୍ୱ ଦିଅନ୍ତି ନାହିଁ 

😀😇ସଂସାରରେ ଛୁଞ୍ଚି ହେଇ ରୁହନ୍ତୁ,କଇଁଚି ହେଇ ନିହେଁ । 😀😇କାହିଁକିନା ଛୁଞ୍ଚି ୨ କୁ ୧ କରିଦିଏ,ଆଉ କଇଁଚି ୧ କୁ ୨ କରିଦିଏ ।ଅର୍ଥାତ ସମସ୍ତଙ୍କୁ ଜୋଡନ୍ତୁ, ଭାଙ୍ଗନ୍ତୁନି । କାହିଁକିନା ମିତ୍ରତା ଏବଂ ସମ୍ପର୍କ ସମ୍ମାନର ନୁହେଁ ଭାବର ଭୋକିଲା ହୋଇଥାଏ । 

😀😇ଶ୍ରେଷ୍ଠ ଓ ସଫଳ ବ୍ୟକ୍ତିର ପରିଚୟ କେବଳ ଜଣେ ଗୁରୁ ହିଁ ଦେଇ ପାରନ୍ତି।

😀😇ବିଶ୍ୱାସ, ଭଲପାଇବା, ଅତ୍ମୀୟତା ଏ ସବୁ ଜୀବନ ପଥରେ ଲକ୍ଷ ମାତ୍ର ଆମେ ସର୍ବଦା ମନେ ରଖିବା ଉଚିତ ଶରୀରର ଜନ୍ମ ତ କେବଳ ମୃତ୍ୟୁ କୁ ପାଇବା ପାଇଁ ।

😀😇ଘର ଠୁ କବାଟ ଛୋଟ କବାଟ ଠୁ ତାଲା ଛୋଟ ତାଲା ଠୁ ଚାବି ଛୋଟ ହେଲେ ସେହି ଛୋଟ ତାଲା ରେ ପୁରା ଘର ର କବାଟ ଖୋଲି ହୁଏ ସେହି ପରି ଛୋଟ ଛୋଟ ସୁବିଚାର ଜୀବନର ବଡ଼ ବଡ଼ ପରିବର୍ତ୍ତନ ଆଣିଥାଏ 

😀😇ଦୁନିଆର ସବୁଠାରୁ ଶସ୍ତା ଜିନିଷଟି ହେଲା ଉପଦେଶ ଜଣକୁ ମାଗ ହଜାର ଜଣ ଦେବେ, ସବୁଠାରୁ ମହଙ୍ଗା ଜିନିଷଟି ହେଲା ସାହାର୍ଯ୍ୟ ହଜାର ଜଣକୁ ମାଗ ହୁଏତ ଜଣେ ସାହାର୍ଯ୍ୟ ଦେଇପାରେ । 😀😇

ନକରିଲ ନାହିଁ ମହା ଦୁମ୍ର ପଛେ ଫୁଲଟିଏ ମତେ କର… ସୁବାସ ବିରତି, ଜନ ମନ ହରି ଲାଗିବି ପୂଜାରେ ତୋର । ଗୁଡ଼ ମଣିଙ୍ଗ😇😀

😇😀ପରିସ୍ଥିତିରେ ପଡି ଅଥୟ ଲାଗିଲେ ନିଜ ଜ୍ଞାନ୍ତିପରିଜନଙ୍କ ସହ ଆଲୋଚନା କଲେ ସମାଧାନ ମିଳିଥାଏ। ଗୁଡ଼ ମଣିଙ୍ଗ

😇😀ଯଦି ନିଜେ ସତ୍ ପଥରେ ଅଛ, ତେବେ ନୀରବତାର ସହ କାମ କରିଚାଲ । 😇😀କୁଟ, କପଟୀ ଲୋକଙ୍କ ଚିତ୍କାରକୁ ଧ୍ୟାନ ନ ଦେଇ ନିଜ କାମକୁ ପ୍ରାଧାନ୍ୟ ଦିଅ । ସମୟ ହିଁ ସବୁ କଥା ପ୍ରକାଶ କରିବ, ଏହା ନିଶ୍ଚିତ ଶୁଭ ସକାଳ

😇😀ମାଗିନାହିଁ କେବେ କାହାକୁ ବାସନା, ସୁନ୍ଦରୀ ହୋଇକି ସହୁଛି ଯାତନା । ସୁନ୍ଦରୀ ବୋଲି ମୁଁ ଟେକି ଚାଲେ ମଥା, ମୁଁ ରକ୍ତିମ ପଳାଶ ଫୁଲର ପେନ୍ଥା.. 😇😀

😇😀ସମ୍ପର୍କ ସୃଷ୍ଟି ହୁଏ ସ୍ନେହରୁ, ଜୀବିତ ରୁହେ ବ୍ୟବହାରରେ, ଅନୁଭବ ହୁଏ ଯତ୍ନରେ, ଅନୁଭୂତି ବସା ବାନ୍ଧେ ହୃଦୟରେ, ମଉଳି ଯାଏ ସନ୍ଦେହରେ, ଭାଙ୍ଗିଯାଏ ଅହଂକାରରେ । ଜୟ ଜଗନ୍ନାଥ ଶୁଭ ସକାଳ

Spread the love

Leave a Comment